ସଠିକ୍ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାର ଭୂଷଣ୍ଡପୁର ମା’ ଉଗ୍ରତାରା ଙ୍କୁ ଦର୍ଶନ କରି ମନ୍ଦିର ରେ ପୂଜାର୍ଚ୍ଚନା ଅରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଙ୍ଗରେ ଥିଲେ ଓଡ଼ିଶାର ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ । ମନ୍ତ୍ରୀ ଶ୍ରୀ ପ୍ରଧାନ ମା’ ଉଗ୍ରତାରା ମନ୍ଦିରର ଉନ୍ନତି କରଣ ସମ୍ପର୍କରେ ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସେବାୟତ ଓ ସ୍ଥାନୀୟ ନେତୃବୃନ୍ଦ ମାନଙ୍କ ସହିତ କଲେ ଆଲୋଚନା। ମନ୍ତ୍ରୀଙ୍କ ଗ୍ରସ୍ଥକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା କଡାକଡି କରାଯାଇଥିଲା।ମା ଙ୍କୁ ଦର୍ଶନ କରି ସାରିବା ପରେ ମନ୍ତ୍ରୀ ଭୂବନେଶ୍ୱର ଫେରିଲେ ।
ରିପୋର୍ଟର : ଞାନ ରଞ୍ଜନ ଦାଶ(ଖୋର୍ଦ୍ଧା)

