ପୁରୀ ଜିଲ୍ଲା ଡେଲାଙ୍ଗ ର ଅଧା ଅଧୁରା ରାସ୍ତା ସମସ୍ତଙ୍କ ପାଇଁ ବାଧକ ସାଜିଛି

ସଠିକ ବ୍ୟୁରୋ : ଗମନା ଗମନ ପାଇଁ ରାସ୍ତାଟିଏ ନିହାତି ଉର୍ନ୍ନତ ମାନର ହେବାଜରୁରୀ, ହେଲେ ଏଠି କହିବାକୁ ଗଲେ ରାସ୍ତା ଏକପ୍ରକାର ଅପରିପକ୍ୱ ଅବସ୍ଥାରେ ପଡ଼ିରହିଛି । ଯିବାଆସିବା ପାଇଁ ରାସ୍ତାଟି ଏବେ ଜରାଜୀର୍ଣ୍ଣ, ଭୋଗୁଛନ୍ତି ଅସହ୍ୟ ଯନ୍ତ୍ରଣା ପଡୁଛନ୍ତି ରୋଗରେ । ରାସ୍ତା ର ଅବସ୍ଥା ଦେଖି ଅଙ୍ଗନବାଡି ଯିବାକୁ ମଙ୍ଗୁନାହାଁନ୍ତି ଛାତ୍ର ଛାତ୍ରୀ, ବିଭିନ୍ନ ରୋଗରେ ପଡୁଛନ୍ତି ଛାତ୍ର ଛାତ୍ରୀ ପାଣିରେ ଗୋଡ଼ ଖାଇଯାଉଛି ଚର୍ମ ରୋଗ ଦେଖାଦେଉଛି । ସ୍ଥାନୀୟ ସରପଞ୍ଚ ନିରବ ଦ୍ରଷ୍ଟା ।  ଖେଳୁଛନ୍ତି ପିଲାଙ୍କ ଭବିଷ୍ୟତ ସହିତ ତେବେ ଆସନ୍ତୁ ଶୁଣିବା କଣ କହୁଛନ୍ତି ଗ୍ରାମବାସୀ

Leave a Reply

Your email address will not be published. Required fields are marked *