ବୌଦ୍ଧ ଜିଲ୍ଲାର କଣ୍ଟାମlଲ ବ୍ଲକ ରେ ଆଜି ବ୍ଲକ କଂଗ୍ରେସ ତରଫରୁ ତହସିଲଦାର ଙ୍କ ଜରିଆରେ ଜିଲ୍ଲା ପାଳ ଙ୍କୁ ସାର ର ଅଭାବ ବିକ୍ରି ଓ କଲା ବଜାରୀ ରୋକିବାକୁ ଦାବିପତ୍ର ପ୍ରଦାନ

ସଠିକ୍ ବ୍ୟୁରୋ : ବୌଦ୍ଧ ଜିଲ୍ଲା ର କଣ୍ଟା ମାଲ ବ୍ଲକ ରେ ବ୍ଲକ କଂଗ୍ରେସ କମିଟି ତରଫରୁ ସାର କଲା ବଜାରୀ ଓ ଅଭାବ କୁ ନେଇ ତହସିଲଦାର ଙ୍କ ଜରିଆରେ ଜିଲ୍ଲା ପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ବ୍ଲକ କଂଗ୍ରେସ କମିଟି ର ସଭାପତି ସୁଶାନ୍ତ କୁମାର ମଲ୍ଲିକ ଙ୍କ ନେତୃତ୍ୱ ରେ ପିସିସି ସଦସ୍ୟ ପ୍ରଶାନ୍ତ କୁମାର ସାହୁ ଙ୍କ ସହଯୋଗ ରେ ବ୍ଲକ ର ବିଭିନ୍ନ ପଂଚାୟତ ରୂ କଂଗ୍ରେସ କର୍ମୀ ମାନେ ଯୋଗ ଦେଇ ଥିଲେ, ଅନ୍ୟ ମାନ ଙ୍କ ମଧ୍ୟରେ ବ୍ଲକ ଉପ ସଭାପତି ନିତ୍ୟାନନ୍ଦ କର୍ମୀ, ବିଶ୍ଵାମିତ୍ର ପାଢ଼ୀ, ସୋରଜ ସାହୁ ଅନେକ ନେତୃ ବୃନ୍ଦ ଯୋଗ ଦେଇ ଥିଲେ,ଆଗାମୀ 10ଦିନରେ ଚାଷୀଙ୍କୁ ସାର ଯୋଗାଇ ନ ଦେଲେ କଂଗ୍ରେସ ଦଳ ତରଫରୁ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଲିଖିତ ଜଣାଇଛନ୍ତି

ରିପୋର୍ଟର : ନିତ୍ୟାନନ୍ଦ କର୍ମୀ(ବୌଦ୍ଧ ଜିଲ୍ଲା କଣ୍ଟାମlଲ ବ୍ଲକ)

Leave a Reply

Your email address will not be published. Required fields are marked *