ସଠିକ୍ ବ୍ୟୁରୋ : ଆସନ୍ତାକାଲି ରାଜ୍ୟରେ ସକାଳ ୬ଟାରୁ ସଂଧ୍ୟା ୪ଟା ଯାଏଁ ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଏନେଇ ପେଟ୍ରୋଲ ଡିଲର ସଂଘ ନିଷ୍ପତ୍ତି ନେଇଛି । ରାଜ୍ୟରେ ଥିବା ୩ହଜାରରୁ ଅଧିକ ପୋଟ୍ରୋଲ ପମ୍ପ ବନ୍ଦ ରହିବ । ବ୍ୟବସାୟରେ ଅଧିକ କ୍ଷତି ହେବ ବୋଲି ସୂଚନା ଦେଇଛନ୍ତି ପେଟ୍ରୋଲ ଡିଲର ସଂଘ ରାଜ୍ୟ ସଭାପତି । ତେବେ ଆସନ୍ତା କାଲି ସୁରକ୍ଷାକୁ ଦୃଷ୍ଟିରେ ରଖି ସଂଧ୍ୟା ୪ଟା ପରେ ପେଟ୍ରୋଲ ପମ୍ପ ଖୋଲିବ । ସରକାର ସୁରକ୍ଷା ଦେବା ପରେ ପେଟ୍ରୋଲ ପମ୍ପ ଖୋଲିବ । ୩ ଡିପୋ ସହ ୩ହଜାରରୁ ଅଧିକ ପୋଟ୍ରୋଲ ପମ୍ପ ବନ୍ଦ ରହିବ ।
କାଲି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ
