ସଠିକ୍ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ଵର ନିକଟରେ। କୁହୁଡି ବଜରଙ୍ଗୀ ଦଳ ପକ୍ଷରୁ ଗୋରୁ ମାଂସ ବୋଝେଇ କଣ୍ଟେନର ଜବତ। ଡ୍ରାଇଭର ଅଟକ। କଣ୍ଟେନର ଓ ଡ୍ରାଇଭର କୁ ଟାଙ୍ଗୀ ପୋଲିସକୁ ହସ୍ତାନ୍ତର ।
ରିପୋର୍ଟର : ଞାନ ରଞ୍ଜନ ଦାଶ (ଖୋର୍ଦ୍ଧା)
ଖବର କେବଳ ସତ୍ୟର…..