ସଠିକ୍ ବ୍ୟୁରୋ : ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକର ଖଲିଆପାଲି ଗ୍ରାମ ପଂଚାୟତ ର ହାତୀପାଲି ରାସ୍ତା ଲଘୁଚାପ ବର୍ଷା ରେ କାଦୁଅ ହୋଇଛି, । ଗ୍ରାମ ବାସୀମାନେ ଯିବା ଆସିବା ବହୁତ କଷ୍ଟ ସାଧ୍ୟ ହୋଇଛି. ଗ୍ରାମ ର ପିଲାମାନେ ସ୍କୁଲ କୁ ପାଠ ପଢିବା ପାଇଁ ଯିବା ଆସିବା ବେଳେ ପଡି ଛୋଡ ବଡ଼ ଦୁର୍ଘଟଣା ର ସମୁଖୀନ ହେଉ ଛନ୍ତି. କଣ୍ଟାମାଲ ବ୍ଲକରୁ ମାତ୍ର 4 କିଲୋ ମିଟର ଦୁରେଇ ଥିବା ଏହି ଗ୍ରାମ କୁ ପ୍ରଶାସନ ର ଦୂର ଦୁଷ୍ଟି ଅଭାବ ରୁ ଗ୍ରାମବାସୀ ମାନେ ହଇରାଣ ହଉଛନ୍ତି. ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ କିମ୍ବା ବ୍ଲକ ଅଧକ୍ଷ, ଜିଲ୍ଲାପରିଷଦ କାହାରି ନଜର ପଡୁନାହିଁ, ତୁରନ୍ତ ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।
ରିପୋର୍ଟର : ନିତ୍ୟାନନ୍ଦ କର୍ମୀ (କଣ୍ଟାମାଳ ବ୍ଲକ )

