ବେଗୁନିଆପଡ଼ା ରେ ଅଙ୍ଗନୱାଡ଼ି ସଂଘ ଗଠିତ

ଗଂଜାମବାଣିଜ୍ୟରାଜନୀତିରାଜ୍ୟଶିକ୍ଷା ଓ ନିଯୁକ୍ତି

ସଠିକ୍ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅଂଚଳରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକା ମାନଙ୍କୁ ନେଇ ଏକ ବ୍ଲକ୍ ସ୍ତରୀୟ ସଂଘ ଗଠିତ…

ନୂଆପଡା ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ମାସ ର ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ

ବଲାଙ୍ଗୀରଶିକ୍ଷା ଓ ନିଯୁକ୍ତି

ସଠିକ୍ ବ୍ୟୁରୋ : ବେଲପଡ଼ା, ବଲାଙ୍ଗୀର ଜିଲ୍ହା କଣ୍ଟାବାଞ୍ଜି ନୂଆପଡା ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ମାସ ର ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ…

ଟିସିଏସ୍ ରୁ ବିଦା ହେବେ ୧୨୦୦୦ କର୍ମଚାରୀ

ରାଜ୍ୟଶିକ୍ଷା ଓ ନିଯୁକ୍ତି

ସଠିକ୍ ବ୍ୟୁରୋ : ଦେଶର ସର୍ବବୃହତ ଆଇଟି ସେବା କମ୍ପାନୀ ଟିସିଏସ୍ (ଟାଟା କନସଲଟାନ୍ସି ସର୍ଭିସେସ୍)ର କର୍ମଚାରୀମାନଙ୍କ ପାଇଁ ଏକ ଚିନ୍ତାଜନକ ଖବର । କମ୍ପାନୀ ଚଳିତ…

Ullu ଆପ୍ ସହିତ ୨୫ ଓଟିଟି ପ୍ଲାଟଫର୍ମ ବ୍ୟାନ୍.

ଜୀବନଚର୍ଯ୍ୟାଶିକ୍ଷା ଓ ନିଯୁକ୍ତି

ସଠିକ୍ ବ୍ୟୁରୋ :  ଓଟିଟି ପ୍ଲାଟଫର୍ମରେ ଅଶ୍ଲୀଳତା ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ବ୍ୟାନ୍ ୨୫ ଓଟିଟି ପ୍ଲାଟଫର୍ମ । ଏହି ଲିଷ୍ଟରେ Ullu ଆପ୍…

ମୃତକଙ୍କ ଆଧାର ନମ୍ବର ନିଷ୍କ୍ରିୟ ହେବ, UIDAI ନେଲା ଏକ ବଡ଼ ପଦକ୍ଷେପ

ଦେଶବିଦେଶରାଜ୍ୟଶିକ୍ଷା ଓ ନିଯୁକ୍ତି

ସଠିକ୍ ବ୍ୟୁରୋ  : ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଏବେ ମୃତ୍ୟୁବରଣ କରିଥିବା ଲୋକଙ୍କ ଆଧାର ନମ୍ବର ବନ୍ଦ କରିବାକୁ ଯାଉଛି, ଯାହା ଦ୍ଵାରା ସେମାନଙ୍କ…

ବିଇଡି ନାମଲେଖା ପରୀକ୍ଷାରେ ବଡ କେଳେଙ୍କାର ଅଭିଯୋଗ ! ପୁଣି ଥରେ ଯାଂଚ ପରେ ପ୍ରକାଶ ପାଇବ ନୂଆ ତାରିଖ

ରାଜ୍ୟଶିକ୍ଷା ଓ ନିଯୁକ୍ତି

ପରୀକ୍ଷା ଫଳରେ ଅନିୟମିତତା ପରେ ସ୍ଥଗିତ ରହିଲା ବିଇଡି ଆଡମିଶନ। ସାମୟିକ ପାଇଁ ବିଇଡି , ବିଏଚଇଡି ଏବଂ ଏମଏଡ଼ ଆଡ଼ମିସନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି

କୁଜଙ୍ଗରେ ଖୋଲିଲା ନସିଂ କଲେଜ

ଜଗତସିଂହପୁରରାଜ୍ୟଶିକ୍ଷା ଓ ନିଯୁକ୍ତି

ଜଗତସିଂହପୁର : କୁଜଙ୍ଗ ବ୍ଲକ୍ ଷଣ୍ଢପୁର ପେଟ୍ରୋଲ ପମ୍ପ ନିକଟରେ ନୂତନଭାବେ ସାଇସ୍ନେହ କଲେଜ ଅଫ ନସିଂ ଆଣ୍ଡ ହେଲ୍ମ ସାଇନ୍ସ ର ଉଦ୍‌ଘାଟନ ଉତ୍ସବ ଗତ…

ଟେକ୍ନିସିଆନ୍ ପଦବୀ ଖାଲି: ରେଳବାଇରେ ନିଯୁକ୍ତି ! ୬୩୭୪ ପଦବୀ ପାଇଁ ନିଯୁକ୍ତି ଆସୁଛି

ରାଜ୍ୟଶିକ୍ଷା ଓ ନିଯୁକ୍ତି

ସଠିକ୍ ନ୍ୟୁଜ୍ ବ୍ୟୁରୋ (୧୭/୦୬) : RRB ଟେକ୍ନିସିଆନ୍ ପଦବୀ ୨୦୨୫: ରେଳ ମନ୍ତ୍ରଣାଳୟ ୧୮ଟି ରେଳ ଜୋନ୍ ଏବଂ ବିଭିନ୍ନ ଉତ୍ପାଦନ ୟୁନିଟ୍ ପାଇଁ ବିପୁଳ…

ଜୁନ୍ ୧୮ ନୁହେଁ, ଏହି ତାରିଖରେ ଓଡିଶା ସ୍କୁଲଗୁଡ଼ିକ ଖୋଲିବ

କଟକରାଜ୍ୟଶିକ୍ଷା ଓ ନିଯୁକ୍ତି

(ସଠିକ୍ ନ୍ୟୁଜ୍ ବ୍ୟୁରୋ ) : ଗ୍ରୀଷ୍ମ ଛୁଟି ପରେ ଶିକ୍ଷାବର୍ଷ ପାଇଁ ସ୍କୁଲ ଖୋଲିବା ପାଇଁ ଓଡ଼ିଶା ସରକାର ଆନୁଷ୍ଠାନିକ ଭାବରେ ସ୍ଥଗିତ ରଖିଛନ୍ତି। ପ୍ରଥମେ…