ବୋର୍ଡରେ ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ : ଉପସଭାପତିଙ୍କ ଲାପ୍ଟପ୍ରୁ ପ୍ରଶ୍ନ ଲିକ୍, ୩୦ରୁ ୫୦ ହଜାର ଟଙ୍କାରେ ପ୍ରଶ୍ନପତ୍ର ବିକ୍ରି କରି ବନ୍ଧାହେଲେ
ସଠିକ୍ ବ୍ୟୁରୋ : ଓଟିଇଟି ପ୍ରଶ୍ନପତ୍ର ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍ଟପ୍ରୁ ଲିକ୍ ହୋଇଛି ଓଟିଇଟି ପ୍ରଶ୍ନ ପତ୍ର।…

