ଆଜି ବି ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ,ପ୍ରେମ କରି ଜମିରେ ହଳ କଲେ ପ୍ରେମୀ ଯୁଗଳ

ଅପରାଧରାଜ୍ୟ

ସଠିକ ନ୍ୟୁଜ ବ୍ୟୁରୋ : ପ୍ରେମ କରି କଙ୍ଗାରୁ କୋର୍ଟରେ ଦଣ୍ଡିତ ହୋଇଛନ୍ତି ପ୍ରେମୀଯୁଗଳ । ଘଟଛି ଏ ଅମାନବୀୟ କାଣ୍ଡ କଲ୍ୟାଣସିଂହପୁର ବ୍ଲକ୍ ଶିକରପାଇ ପଞ୍ଚାୟତ…

ପୋଷ୍ଟମର୍ଟମ ରିପୋର୍ଟ ପ୍ରଦାନ କରିବା ପାଇଁ ‘ଲାଞ୍ଚ ନେଉଥିବା’ ବେଳେ କୁଜଙ୍ଗ ଡାକ୍ତର ଗିରଫ

ଅପରାଧଜଗତସିଂହପୁରରାଜ୍ୟ

ସଠିକ ବ୍ୟୁରୋ : ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଦୁର୍ନୀତି ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଓଡ଼ିଶା ଭିଜିଲାନ୍ସ ସୋମବାର ଜଗତସିଂହପୁର ଜିଲ୍ଲାର କୁଜଙ୍ଗର କମ୍ୟୁନିଟି ହେଲ୍ଥ…

ପୋଲିସ ହାତରେ ଧରାପଡ଼ିଲେ , କୋଲକାତାରୁ ଜାଲ କାଗଜପତ୍ର କରି ସମୁଦ୍ର ପଥରେ ପାରାଦ୍ୱୀପରେ ପଶିଆସିଥିବା ବାଂଲାଦେଶୀ

ଅପରାଧଜଗତସିଂହପୁରରାଜ୍ୟ

ସଠିକ ବ୍ୟୁରୋ : ପାରାଦ୍ୱୀପରେ ବାଂଲାଦେଶୀ ପରିବାର ପଶିଆସିଥିବା ସୂଚନା । କୋଲକାତାରୁ ଜାଲ କାଗଜପତ୍ର ପ୍ରସ୍ତୁତ କରି ସମୁଦ୍ର ପଥରେ କରିଥିଲେ ଅନୁପ୍ରବେଶ । ଯାହାକୁ ନେଇ…

ଓଡିଶା ଗଞ୍ଜେଇ ଗୁଜୁରାଟରୁ ଜବତ ହେଲା , ୧୨ କିଲୋଗ୍ରାମରୁ ଅଧିକ

ଅପରାଧରାଜ୍ୟ

ସଠିକ୍ ବ୍ୟୁରୋ : ଗୁଜୁରାଟର କଚ୍ଛ ଜିଲ୍ଲାରେ, ଗାନ୍ଧୀଧାମ ପୋଲିସ ନିଶାଦ୍ରବ୍ୟ ପରିବହନ ପାଇଁ କୋରିଅର ସେବା ସହିତ ଜଡିତ ଏକ ଅଭିଯାନର ପର୍ଦ୍ଦାଫାସ କରିଛି ।…

କୁକୁଡ଼ା ଦୋକାନରୁ ଚୋରି ଘଟଣାରେ ଦୁଇ ଜଣ ଗିରଫ

ଅପରାଧଜଗତସିଂହପୁରରାଜ୍ୟ

ସଠିକ୍ ବ୍ୟୁରୋ : ପାରାଦ୍ୱୀପ ଲକ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ବଜାରରେ ଏକ କୁକୁଡା ଦୋକାନରୁ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ ଅଭିଯୋଗରେ ରେ ପୋଲିସ୍…

ବଜାର ଉପରେ ବାପା ପୁଅ କୁ ସଙ୍ଘବଧ ଆକ୍ରମଣ, ବାପା ଗୁରୁତର,ପୁଅ ଆହାତ

ଅପରାଧଗଂଜାମଦୁର୍ଘଟଣାରାଜ୍ୟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ ପାଟଣା ବସ ଷ୍ଟାଣ୍ଡ ବଜାର ଛକ ପରେ ବାପା ପୁଅ କୁ ସଂଘବଧ ଆକ୍ରମଣ l ଆକ୍ରମଣ…

ଓଡ଼ିଶାର ବ୍ରହ୍ମପୁରର ଗୋପାଳପୁର ବେଳାଭୂମିରେ ମହିଳାଙ୍କ ସହ ଗଣବଳାତ୍କାର: ୧୦ ଜଣ ଅଭିଯୁକ୍ତ ଗିରଫ

ଅପରାଧଗଂଜାମଦୁର୍ଘଟଣାରାଜ୍ୟ

ସଠିକ୍ ନ୍ୟୁଜ୍ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ନିକଟରେ ଜଣେ ଯୁବତୀଙ୍କ ସହ ଗଣବଳାତ୍କାର ଅଭିଯୋଗରେ ପୋଲିସ ୧୦ ଜଣ ଯୁବକଙ୍କୁ ଗିରଫ କରିଛି…

ନୃଶଂସ ନାତି ଜେଜେମାକୁ ପିଟିପିଟି ମାରିଦେଲା ବୀଚ ରାସ୍ତାରେ

ଅପରାଧଗଂଜାମରାଜ୍ୟ

ସନ୍ତୋଷ କୁମାର ସେଠୀ ଙ୍କ ରିପୋଟ ପାରିବାରିକ କଳହ ରୁ ଅଭାବନୀୟ ଘଟଣା । ନାତି ପିଟି ପିଟି ମାରିଦେଲେ ଜେଜେ ମା କୁ । ଏମିତି…

ଘରେ ଶୋଇଥିବା ସମୟରେ ଛୁରୀ ଭୁସି ହତ୍ୟା

ଅପରାଧଗଂଜାମରାଜ୍ୟ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁର ରେ ଘଟିଛି ବିଭତ୍ସ ହତ୍ୟା କାଣ୍ଡ l ଘରେ ଶୋଇଥିବା ସମୟରେ ଜଣେ ବ୍ୟକ୍ତି କୁ ଛୁରୀ ଭୁସି ହତ୍ୟା…