ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକର ଖଲିଆପାଲି ଗ୍ରାମ ପଂଚାୟତ ରେ ବିକାଶ ବାହନ ରଥକୁ ସ୍ୱlଗତ

ବୌଦ୍ଧ: ଆଜି ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକର ଖଲିଆପାଲି ପଂଚାୟତ ରେ ବିକାଶ ବାହନ ରଥକୁ ସ୍ୱାଗତ କରାଯାଇଥିଲ ଏହିଁ କାର୍ଯ୍ୟକ୍ରମ ରେ ପଂଚାୟତ ର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ସରପଞ୍ଚ, peo,ଗ୍ରାମ ରୋଜଗାର ସେବକ ଉପସ୍ଥିତ ଥିଲେ ଏହା ସହିତ job କାର୍ଡ, ନୂତନ ଭତ୍ତା,ଅନ୍ତଦ୍ବୟ ଗୃହ ଆଦେଶ, ନୂତନ ରେସନ କାର୍ଡ, ସ୍ୱାସ୍ଥ୍ୟ କାର୍ଡ ହିତାଧିକାରୀ ମାନଙ୍କୁ ପ୍ରଦାନ କରା ଯାଇ ଥିଲା ।

Leave a Reply

Your email address will not be published. Required fields are marked *