ମାତିଛନ୍ତି ଭଣ୍ଡ ବାବା,ଦେହରେ ବିଭୁତି ଓ ବେକରେ ମାଳା ପକାଇ ଠକୁଛନ୍ତି ଭଣ୍ଡବାବା,୬ ବାବା ଙ୍କୁ ଅଟକ ରଖିଛି ଧର୍ମଗଡ ପୋଲିସ

ଅପରାଧକଳାହାଣ୍ଡିରାଜ୍ୟ

ସଠିକ୍ ବ୍ୟୁରୋ : ଭଣ୍ଡ ବାବା ଏବେ ଧର୍ମଗଡ ରେ ଡେରା ପକେଇବା ଆରମ୍ଭ କରି ଦେଲେଣି ।ଦେହରେ ବିଭୁତି ଓ ବେକରେ ମାଳା ପକାଇ ରାଜ ରାସ୍ତାରେ…

ଆଜି ବି ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ,ପ୍ରେମ କରି ଜମିରେ ହଳ କଲେ ପ୍ରେମୀ ଯୁଗଳ

ଅପରାଧରାଜ୍ୟ

ସଠିକ ନ୍ୟୁଜ ବ୍ୟୁରୋ : ପ୍ରେମ କରି କଙ୍ଗାରୁ କୋର୍ଟରେ ଦଣ୍ଡିତ ହୋଇଛନ୍ତି ପ୍ରେମୀଯୁଗଳ । ଘଟଛି ଏ ଅମାନବୀୟ କାଣ୍ଡ କଲ୍ୟାଣସିଂହପୁର ବ୍ଲକ୍ ଶିକରପାଇ ପଞ୍ଚାୟତ…

ପୋଷ୍ଟମର୍ଟମ ରିପୋର୍ଟ ପ୍ରଦାନ କରିବା ପାଇଁ ‘ଲାଞ୍ଚ ନେଉଥିବା’ ବେଳେ କୁଜଙ୍ଗ ଡାକ୍ତର ଗିରଫ

ଅପରାଧଜଗତସିଂହପୁରରାଜ୍ୟ

ସଠିକ ବ୍ୟୁରୋ : ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଦୁର୍ନୀତି ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଓଡ଼ିଶା ଭିଜିଲାନ୍ସ ସୋମବାର ଜଗତସିଂହପୁର ଜିଲ୍ଲାର କୁଜଙ୍ଗର କମ୍ୟୁନିଟି ହେଲ୍ଥ…

ପୋଲିସ ହାତରେ ଧରାପଡ଼ିଲେ , କୋଲକାତାରୁ ଜାଲ କାଗଜପତ୍ର କରି ସମୁଦ୍ର ପଥରେ ପାରାଦ୍ୱୀପରେ ପଶିଆସିଥିବା ବାଂଲାଦେଶୀ

ଅପରାଧଜଗତସିଂହପୁରରାଜ୍ୟ

ସଠିକ ବ୍ୟୁରୋ : ପାରାଦ୍ୱୀପରେ ବାଂଲାଦେଶୀ ପରିବାର ପଶିଆସିଥିବା ସୂଚନା । କୋଲକାତାରୁ ଜାଲ କାଗଜପତ୍ର ପ୍ରସ୍ତୁତ କରି ସମୁଦ୍ର ପଥରେ କରିଥିଲେ ଅନୁପ୍ରବେଶ । ଯାହାକୁ ନେଇ…

ଆଜି ଭାରତ ବନ୍ଦ ଡାକରା , କଣ କଣ ଦାବି ରହିଛି

ରାଜନୀତିରାଜ୍ୟ

ସଠିକ ବ୍ୟୁରୋ : ୟୁନିଅନ ସଂଘ କହିଛି, ସରକାର ଶ୍ରମିକଙ୍କ ଦାବିକୁ ଅଣଦେଖା କରିଛନ୍ତି ଏବଂ କର୍ପୋରେଟ ସ୍ବାର୍ଥକୁ ପ୍ରୋତ୍ସାହିତ କରିଛନ୍ତି । ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ୍‌ର…

ପୁରୀ ଜିଲ୍ଲା ଡେଲାଙ୍ଗ ର ଅଧା ଅଧୁରା ରାସ୍ତା ସମସ୍ତଙ୍କ ପାଇଁ ବାଧକ ସାଜିଛି

ପୁରୀରାଜ୍ୟ

ସଠିକ ବ୍ୟୁରୋ : ଗମନା ଗମନ ପାଇଁ ରାସ୍ତାଟିଏ ନିହାତି ଉର୍ନ୍ନତ ମାନର ହେବାଜରୁରୀ, ହେଲେ ଏଠି କହିବାକୁ ଗଲେ ରାସ୍ତା ଏକପ୍ରକାର ଅପରିପକ୍ୱ ଅବସ୍ଥାରେ ପଡ଼ିରହିଛି…

ଆଜି ଯାଏ ସୁଧୁରିଲାନି ଦୁଆଡିଆରୁ ବାଲିସାହି କୁ ସଂଯୋଗ କରୁଥିବା ପୋଲ

ଜଗତସିଂହପୁରରାଜ୍ୟ

ସଠିକ ବ୍ୟୁରୋ : ଗୋପିଆକୁଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁଆଡ଼ିଆ ଓ ବାଲିସାହି କୁ ସଂଯୋଗ କରୁଥିବା ପୋଲ ଏବେ ପାଲଟିଛି କାଦୁଅ ରାସ୍ତା । ଏ କଥା…

ରୋୟାଲ ଗ୍ରୁପ ଅଫ ସ୍କୁଲ ଓ ଆପଣ ଏକା ନୁହଁନ୍ତି ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ

ବାଲେଶ୍ୱରରାଜ୍ୟ

ସଠିକ ବ୍ୟୁରୋ : ବନ ମହୋତ୍ସବ ସପ୍ତାହ ଅବସରରେ ଆଜି “ଆପଣ ଏକା ନୁହଁନ୍ତି ଟ୍ରଷ୍ଟ” ଏବଂ ରୋୟାଲ ଗ୍ରୁପ ଅଫ ସ୍କୁଲ ପକ୍ଷରୁ ବିଦ୍ୟାଳୟ ପରିସରରେ…

ଓଡିଶା ଗଞ୍ଜେଇ ଗୁଜୁରାଟରୁ ଜବତ ହେଲା , ୧୨ କିଲୋଗ୍ରାମରୁ ଅଧିକ

ଅପରାଧରାଜ୍ୟ

ସଠିକ୍ ବ୍ୟୁରୋ : ଗୁଜୁରାଟର କଚ୍ଛ ଜିଲ୍ଲାରେ, ଗାନ୍ଧୀଧାମ ପୋଲିସ ନିଶାଦ୍ରବ୍ୟ ପରିବହନ ପାଇଁ କୋରିଅର ସେବା ସହିତ ଜଡିତ ଏକ ଅଭିଯାନର ପର୍ଦ୍ଦାଫାସ କରିଛି ।…

କାଳିମେଘି ଠାରେ ୭୬ତମ ବନ ମହୋତ୍ସବ ଅନୁଷ୍ଠିତ

ଗଂଜାମରାଜ୍ୟ

ସଠିକ୍ ବ୍ୟୁରୋ : ବେଗୁନିଆଁପଡା ବ୍ଲକ କାଳିମେଘି ପଞ୍ଚାୟତ ସ୍ଥିତ କଳିମେଘି ଜାଗିଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନବିଭାଗ ତରଫରୁ ୭୬ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି…