ସଠିକ୍ ବ୍ୟୁରୋ : ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର ,ଅଗଷ୍ଟ ୯ରେ ମିଳିବ ସୁଭଦ୍ରାର ୩ୟ କିସ୍ତି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯେଉଁମାନେ ତୃତୀୟ କିସ୍ତି ସୁଭଦ୍ରା ଟଙ୍କାକୁ ଅପେକ୍ଷା କରିଥିଲେ, ସେମାନଙ୍କ ପାଇଁ ଏକ ବଡ଼ ଅପଡେଟ୍ ଆସିଛି । କହିବାକୁ ଗଲେ ଉପମୁଖ୍ୟମନ୍ତ୍ରୀ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କାର ତାରିଖ ଘୋଷଣା କରିଛନ୍ତି । ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ରାକ୍ଷୀ ପୂର୍ଣ୍ଣିମାରେ ମିଳିବ । ଅଗଷ୍ଟ ୯ ତାରିଖରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ୫ ହଜାର ଟଙ୍କା ।
ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା , ଶନିବାର ଦିନ ମିଳିବ ସୁଭଦ୍ରାର ୩ୟ କିସ୍ତି; କହିଲେ, କେଉଁମାନେ ପାଇବେ ?
