ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁର ରେ ଘଟିଛି ବିଭତ୍ସ ହତ୍ୟା କାଣ୍ଡ l ଘରେ ଶୋଇଥିବା ସମୟରେ ଜଣେ ବ୍ୟକ୍ତି କୁ ଛୁରୀ ଭୁସି ହତ୍ୟା କରାଯାଇଛି l ମୃତ ବ୍ୟକ୍ତି କାଳିଆ ସେଠି ହୋଇଥିବା ବେଳେ ସେ ରାତିରେ ଘରେ ଶୋଇଥିବା ସମୟରେ ତାଙ୍କୁ ଧାରୁଆ ଛୁରୀ ରେ ଛାତି ଓ ହାତ କୁ ଆକ୍ରମଣ କରି ହତ୍ୟା କରାଯାଇଛି l ତେବେ ହତ୍ୟା କାଣ୍ଡ ର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହ କୁ କେନ୍ଦ୍ରକରି ପତ୍ନୀ ଓ ଶ୍ୱଶୁର ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ମା ଓ ବାପା l ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l
ଘରେ ଶୋଇଥିବା ସମୟରେ ଛୁରୀ ଭୁସି ହତ୍ୟା
