Homeଅପରାଧବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ପୁଳ୍ଲଥିପାଲି ଗାଁ ରେ ସାମ୍ବାଦିକ କୁ ମାଡ଼ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ପୁଳ୍ଲଥିପାଲି ଗାଁ ରେ ସାମ୍ବାଦିକ କୁ ମାଡ଼ May 27, 2025May 27, 2025Sathik News ବଲାଙ୍ଗୀର :(ସଠିକ ନ୍ୟୁଜ ) ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ କୁଳଥିପାଲି ଗାଁ ରେ ଦୁର୍ନୀତି ର ଖବର ପ୍ରସାରଣ କରିବାକୁ ଯାଇ ମରଣାନ୍ତକ ଆକ୍ରମଣ ର ଶିକାର ହେଇଥିଲେ ସାମ୍ବାଦିକ ବିଜୟ କୁମାର ପ୍ରଧାନ । ତାକୁ ଠିକାଦାରଙ୍କ ଗୁଣ୍ଡାମାନେ ହାତଗୋଡ଼ ବାନ୍ଧି ଅତି ନିର୍ମମ ଭାବେ ମାଡ଼ ମାରିଥିଲେ । ଆଜି ସକାଳୁ ଖବର ପ୍ରକାଶ ଯେ ପୋଲିସ ଦୁଇ ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରି ଥିବାବେଳେ । ଠିକାଦାର ଗେଜେନ୍ଦ୍ର ଦଳେଇ ଫେରାର ଥିବା ସୂଚନା । ଏମିତି ସାମ୍ବାଦିକ ମାନେ ଅସୁରିକ୍ଷିତ ସାଧାରଣ ରେ ଏ ଏକ ଚର୍ଚାର ବିଷୟ ।
୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ଵର ନିକଟରେ ଗୋରୁ ମାଂସ ବୋଝେଇ କଣ୍ଟେନର ଜବତ ସଠିକ୍ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ଵର ନିକଟରେ। କୁହୁଡି ବଜରଙ୍ଗୀ ଦଳ ପକ୍ଷରୁ ଗୋରୁ ମାଂସ ବୋଝେଇ…
ପୋଲିସ ହାତରେ ଧରାପଡ଼ିଲେ , କୋଲକାତାରୁ ଜାଲ କାଗଜପତ୍ର କରି ସମୁଦ୍ର ପଥରେ ପାରାଦ୍ୱୀପରେ ପଶିଆସିଥିବା ବାଂଲାଦେଶୀ ସଠିକ ବ୍ୟୁରୋ : ପାରାଦ୍ୱୀପରେ ବାଂଲାଦେଶୀ ପରିବାର ପଶିଆସିଥିବା ସୂଚନା । କୋଲକାତାରୁ ଜାଲ କାଗଜପତ୍ର ପ୍ରସ୍ତୁତ କରି ସମୁଦ୍ର ପଥରେ କରିଥିଲେ ଅନୁପ୍ରବେଶ । ଯାହାକୁ ନେଇ…
ବୌଦ୍ଧ ଜିଲ୍ଲାର କଣ୍ଟାମlଲ ବ୍ଲକ ରେ ଆଜି ବ୍ଲକ କଂଗ୍ରେସ ତରଫରୁ ତହସିଲଦାର ଙ୍କ ଜରିଆରେ ଜିଲ୍ଲା ପାଳ ଙ୍କୁ ସାର ର ଅଭାବ ବିକ୍ରି ଓ କଲା ବଜାରୀ ରୋକିବାକୁ ଦାବିପତ୍ର ପ୍ରଦାନ ସଠିକ୍ ବ୍ୟୁରୋ : ବୌଦ୍ଧ ଜିଲ୍ଲା ର କଣ୍ଟା ମାଲ ବ୍ଲକ ରେ ବ୍ଲକ କଂଗ୍ରେସ କମିଟି ତରଫରୁ ସାର କଲା ବଜାରୀ ଓ ଅଭାବ କୁ…