ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ବିରନରସିଂହ ପୁର ଫରେଷ୍ଟ ପାର୍କ ଠାରେ ୨ ଦିନିଆ ସଂକଳ୍ପ ଶିବିର ଅନୁଷ୍ଠିତ ହୋଇ ଯାଇଛି ଏହି ଶିବିରରେ ରାଜୀବ ଗାନ୍ଧୀ ପଂଚାୟତ ସଂଗଠନ ର ଅଧ୍ୟକ୍ଷ ସୁଦର୍ଶନ ଦାଶ, ଆଭାହକ ବିଜୟ ପ୍ରଧାନ, ମିନାକ୍ଷୀ ପଟନାୟକ ବୌଦ୍ଧ ଜିଲ୍ଲାର ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ଅଧ୍ୟକ୍ଷ ତା ରେ ଅନୁଷ୍ଠିତ ହୋଇଥିଲା, ଏହି ଶିବିରରେ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ.


