Homeଅପରାଧବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ପୁଳ୍ଲଥିପାଲି ଗାଁ ରେ ସାମ୍ବାଦିକ କୁ ମାଡ଼ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ପୁଳ୍ଲଥିପାଲି ଗାଁ ରେ ସାମ୍ବାଦିକ କୁ ମାଡ଼ May 27, 2025May 27, 2025Sathik News ବଲାଙ୍ଗୀର :(ସଠିକ ନ୍ୟୁଜ ) ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ କୁଳଥିପାଲି ଗାଁ ରେ ଦୁର୍ନୀତି ର ଖବର ପ୍ରସାରଣ କରିବାକୁ ଯାଇ ମରଣାନ୍ତକ ଆକ୍ରମଣ ର ଶିକାର ହେଇଥିଲେ ସାମ୍ବାଦିକ ବିଜୟ କୁମାର ପ୍ରଧାନ । ତାକୁ ଠିକାଦାରଙ୍କ ଗୁଣ୍ଡାମାନେ ହାତଗୋଡ଼ ବାନ୍ଧି ଅତି ନିର୍ମମ ଭାବେ ମାଡ଼ ମାରିଥିଲେ । ଆଜି ସକାଳୁ ଖବର ପ୍ରକାଶ ଯେ ପୋଲିସ ଦୁଇ ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରି ଥିବାବେଳେ । ଠିକାଦାର ଗେଜେନ୍ଦ୍ର ଦଳେଇ ଫେରାର ଥିବା ସୂଚନା । ଏମିତି ସାମ୍ବାଦିକ ମାନେ ଅସୁରିକ୍ଷିତ ସାଧାରଣ ରେ ଏ ଏକ ଚର୍ଚାର ବିଷୟ । Share on FBPost on XFollow usSave it
ପୋଷ୍ଟମର୍ଟମ ରିପୋର୍ଟ ପ୍ରଦାନ କରିବା ପାଇଁ ‘ଲାଞ୍ଚ ନେଉଥିବା’ ବେଳେ କୁଜଙ୍ଗ ଡାକ୍ତର ଗିରଫ ସଠିକ ବ୍ୟୁରୋ : ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଦୁର୍ନୀତି ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଓଡ଼ିଶା ଭିଜିଲାନ୍ସ ସୋମବାର ଜଗତସିଂହପୁର ଜିଲ୍ଲାର କୁଜଙ୍ଗର କମ୍ୟୁନିଟି ହେଲ୍ଥ…
ଘରେ ଶୋଇଥିବା ସମୟରେ ଛୁରୀ ଭୁସି ହତ୍ୟା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁର ରେ ଘଟିଛି ବିଭତ୍ସ ହତ୍ୟା କାଣ୍ଡ l ଘରେ ଶୋଇଥିବା ସମୟରେ ଜଣେ ବ୍ୟକ୍ତି କୁ ଛୁରୀ ଭୁସି ହତ୍ୟା…
ଓଡ଼ିଶାର ବ୍ରହ୍ମପୁରର ଗୋପାଳପୁର ବେଳାଭୂମିରେ ମହିଳାଙ୍କ ସହ ଗଣବଳାତ୍କାର: ୧୦ ଜଣ ଅଭିଯୁକ୍ତ ଗିରଫ ସଠିକ୍ ନ୍ୟୁଜ୍ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ନିକଟରେ ଜଣେ ଯୁବତୀଙ୍କ ସହ ଗଣବଳାତ୍କାର ଅଭିଯୋଗରେ ପୋଲିସ ୧୦ ଜଣ ଯୁବକଙ୍କୁ ଗିରଫ କରିଛି…