ପାରାଦୀପ ନେହେରୁ ବଙ୍ଗଳା ପଥର ବନ୍ଧ ଉପରେ ପଡିଚି ଯୁବକଙ୍କ ମୃତ ଦେହ ବୃନ୍ଦାବନ କଲୋନୀ ର ମିଥୁନ ବେହେରା ଯେ କି କେନ୍ଦୁଝର ଜିଲ୍ଲାର ଭଗମୁଣ୍ଡା ଗାଁର ହୋଇଥିବା ବେଳେ ବୟସ ୩୧ ସେ ଗତକାଲି ନେହେରୁ ବଙ୍ଗଳା ପଥରବନ୍ଧକୁ ପ୍ରତିଦିନ ପରି ବନିଶୀ ସାହାଯ୍ୟରେ ମାଛ ଧରିବାକୁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ଖବର ମୁତାବକ ସେ ପଥର ବନ୍ଧ ଉପରେ ବସିଥିବା ବେଳେ ପ୍ରବଳ ବର୍ଷା ଘଡ଼ଘଡ଼ି ମାରିବାରୁ ସେ ଭୟଭୀତ ଅବସ୍ତାରେ ପଡି ଯାଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ନେହେରୁବଙ୍ଗଳା ମେରାଇନ ଥାନା ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ବୋଲି ପୋଲିସ୍ ଗଣମାଧ୍ଯମକୁ ସୂଚନା ଦେଇଛି।
ନେହେରୁବଙ୍ଗଳା ପଥରବନ୍ଧ ଉପରେ ପଡିଛି ଯୁବକଙ୍କ ମୃତଦେହ
