ସଠିକ୍ ବ୍ୟୁରୋ : ଟ୍ରାକ୍ଟରକୁ ଧକ୍କା ଦେଲା ପୁରୀ ପାଟନା ଏକ୍ସପ୍ରେସ ରେଳୱେ ଟ୍ରାକରେ ଫସି ଥିବା ଏକ ଟ୍ରାକ୍ଟରକୁ ସାକ୍ଷୀଗୋପାଳ ବୀରାରାମଚନ୍ଦ୍ରପୁର ଠାରେ ପୁରୀରୁ ପାଟନା ଅଭିମୁଖେ ଯାଉଥିବା ପୁରୀ ପାଟନା ଏକ୍ସପ୍ରେସ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ରେ ଅଳ୍ପକେ ବର୍ତ୍ତିଲେ ଟ୍ରାକ୍ଟର ଡ୍ରାଇଭର୍ ।


